ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ପଶୁ ସମ୍ପଦ ବିକାଶ ବିଭାଗର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ସାଢେ ତିନିଟା ସମୟରେ ପଶୁ ସମ୍ପଦ ବିକାଶ ବିଭାଗର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପଶୁ ସମ୍ପଦ ବିକାଶ ବିଭାଗର ଅନୁଷ୍ଠିତ ଏହି ଝାରସୁଗୁଡା ଜିଲ୍ଲା ସ୍ତରୀୟ ବୈଠକରେ ବିଭାଗୀୟ ଯୋଜନାଗୁଡିକ ଯଥା ସମୟରେ କାର୍ଯ୍ୟକାରୀ କରାଯିବା ସହ ଯୋଜନାର ସୁଫଳ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇବା ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ପରାମର୍ଶ ଦେଇଥିଲେ। ଆୟୋଜିତ ଏହି ବୌଠକରେ ପଶୁ ସମ୍ପଦ ବିକାଶ ବିଭାଗର ଅନେକ ଅଧିକାରୀ