ନରଗୁଣ୍ଡି ଷ୍ଟେସନରୁ ୬ ବର୍ଷର ନାବାଳିକା ଉଦ୍ଧାର, ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର
ନରଗୁଣ୍ଡି ରେଳ ଷ୍ଟେସନରୁ ୬ ବର୍ଷୀୟା ନାବାଳିକା ପୂର୍ଣ୍ଣିମା ଓରଫ କୁନ୍ଦୁରୀଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ଠିକଣା ଚୌଦ୍ୱାର ବୋଲି ଜଣାପଡିଛି। ତାଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଏବେ ତାଙ୍କୁ ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର କରାଯାଇଛି।