ଜଳେଶ୍ବର: ଜଳେଶ୍ୱର ନର୍ସିଂ ହୋମରେ ଗର୍ଭବତୀଙ୍କ ଅସ୍ତ୍ରୋପଚାରରେ ଗଜକପଡା ରହିବାର ଭୟଙ୍କର ଘଟଣା
ବାଳେଶ୍ୱରର ଜଳେଶ୍ୱର ନର୍ସିଂ ହୋମରେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କାଳରେ ତାଙ୍କ ପେଟରେ ଗଜକପଡା ରହିଥିବା ଘଟଣା ଘଟିଛି। ୮ ମାସ ପରେ ପୁଣି ଅସ୍ତ୍ରୋପଚାର କରି ପଚିଥିବା ଗଜକପଡା ବାହାର କରାଯାଇଛି। ଡାକ୍ତରଖାନା ପକ୍ଷରୁ ଲୋଭ ଦେଖାଇ ଘଟଣାକୁ ଚପାଇବା ପାଇଁ ଚେଷ୍ଟା କରାଯାଇଛି।