ଯାଜପୁର: ନହକା ଗୋଲେଇ ଛକରେ ବାଇକ ଆଗରେ ଷଣ୍ଢ ପଶିଯିବାରୁ ବାଇକରୁ ପଡି ଚାଳକ ଆହତ
Jajapur, Jajpur | Sep 30, 2025 ନହକା ଗୋଲେଇ ଛକରେ ବାଇକ ଆଗରେ ଷଣ୍ଢ ପଶିଯିବାରୁ ବାଇକରୁ ପଡି ଚାଳକ ଆହତ l ଜନୈକ ଯୁବକ ବାଇକରେ ଘରକୁ ଫେରୁଥିଲେ l ହଠାତ ନହକା ଗୋଲେଇ ଛକରେ ଏକ ଷଣ୍ଢ ଦୌଡ଼ି ଦୌଡ଼ି ଆସି ବାଇକ ଆଗରେ ପଶି ଯାଇଥିଲା l ଫଳରେ ବାଇକ ଚାଳକ ଭାରସାମ୍ୟ ହରାଇ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ଆହତ ବାଇକ ଚାଳକକୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l