ଜଗନ୍ନାଥପୁର ପଂଚାୟତ କଂଛିଆ ଗାଁରେ ରାସ୍ତା ନିର୍ମାଣକୁ ବିରୋଧ କରି ଶୁକ୍ରବାର ୨ଟାରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଂଚାୟତ କଂଛିଆ ଗାଁରେ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଶୁକ୍ରବାର କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକଙ୍କୁ କଲେ ଅଭିଯୋଗ ।