ଆସନ୍ତା ଚଳିତ ୫ ତାରିଖରେ ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବେଳାଭୂମିଠାରେ ଆସନ୍ତା ତା ୦୫.୧୧.୨୦୨୫ ଠାରୁ ୦୭.୧୧.୨୦୨୫ ରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଇତ ବନ୍ଦାଣ ଉତ୍ସବ ୨୦୨୫। ପର୍ଯ୍ୟଟକଙ୍କ ଭିଡ଼ କୁ ନଜରରେ ରଖି ଗୋପାଳପୁର ପ୍ରଶାସନ ପକ୍ଷରୁ ବେଳାଭୂମିରେ ଥିବା ଉଠା ଦୋକାନୀକୁ ଉଛେଦ କରାଯାଇଅଛି। ଶନିବାର ଅପରାହ୍ନରେ ଉଛେଦ କରାଯାଇଛି।