Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୁନାଗଡ: ବୋରଗୁଡା ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ ଜୁନାଗଡ଼ ବିଧାୟକ

Junagarh, Kalahandi | Jan 16, 2026
ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୋଲାମୁଣ୍ଡା ବ୍ଲକ ବୋରଗୁଡା ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ। ମଣ୍ଡି ରେ ଟୋକନ ଅବ୍ୟବସ୍ଥା, ବସ୍ଥା ନ ମିଳିବା, ମିଲର୍ସ କୁଇଣ୍ଟାଲ ପ୍ରତି କଟନୀ କରୁଥିବା ଚାଷୀ ବିଧାୟକ ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ଅଧିକାରୀଙ୍କୁ ଚାଷୀଙ୍କ ସମସ୍ୟା ଉପରେ ଅବଗତ କରେଇବା ସହ ଉକ୍ତ ମଣ୍ଡି କୁ ପରିଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।