Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଓରିଏଣ୍ଟ: ଝାରସୁଗୁଡା ମଙ୍ଗଳବଜାର ଏବଂ ପୁରୁଣାବସ୍ତି ଅଂଚଳରେ ସଟ୍ଟା ଚିଟ ବାହାର କରୁଥିବାବେଳେ ୨ ଗିରଫ

Orient, Jharsuguda | Sep 3, 2025
ଝାରସୁଗୁଡା ମଙ୍ଗଳବଜାର ଏବଂ ପୁରୁଣାବସ୍ତି ଅଂଚଳରେ ସଟ୍ଟା ଚିଟ ବାହାର କରୁଥିବାବେଳେ ୨ ଗିରଫ l ଗିରଫ ଅଭିଯୁକ୍ତମାନେ ଗୌରାଙ୍ଗ ରାଉତ ଏବଂ ବିଜୟ ବେହେରା l ଉଭୟ ଅଭିଯୁକ୍ତ ଗତକାଲି ସଟ୍ଟା ଚିଟ ବାହାର କରୁଥିବାବେଳେ ପୋଲିସ ହାତରେ ଧରାପଡିଥିଲେ l ସେମାନଙ୍କ ଠାରୁ ପୋଲିସ ଦଶ ହଜାର ସାତ ଶହ ଦଶ ଟଙ୍କା ଏବଂ ସଟ୍ଟା ଚାଟ ଜବତ କରିଛି ପୋଲିସ l ଏହାସହ ଏନେଇ ଝାରସୁଗୁଡା ପୋଲିସ କେଶ ନମ୍ବର ୨୯୩ ଏବଂ ୨୯୪ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ କରିବାସହ ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରିଥିବା ନେଇ ଆଜି ବୁଧବାର ସନ୍ଧ୍ୟା ୭ ଟା ୩୦ ରେ ସୂଚନା ଦେଇଛି l