Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସଦର: ଧର୍ମଗଡ: ଚିଲଗୁଡା ନିକଟରେ ସିରିଜ ଦୁର୍ଘଟଣା, ତିନି ଗୁରୁତର, ଡ୍ରାଇଭର ଅଟକ

Sadar, Kalahandi | Dec 8, 2025
କୋକସରା ଥାନା ଚିଲଗୁଡା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଭବାନୀପାଟଣା ପଟୁ ଆସୁଥିବା ଏକ ଟ୍ରେଲର ଚିଲଗୁଡା ରାସ୍ତା କଡରେ ଥିବା ବୋଲେରୋ,ଟ୍ରାକ୍ଟର ଓ ବାଇକ ସମେତ ଲୋକଙ୍କ ଉପରେ ମାଡି ଯିବାରୁ ତିନି ଜଣ ଗୁରୁତର ହୋଇଥିଲେ। ତାଙ୍କୁ କୋକସରା ଡାକ୍ତରଖାନା କୁ ନିଆଯାଇଥିଲା। ଜଣେ ଅଧିକ ଗୁରୁତର ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇ ଭର୍ତ୍ତି କରାଯାଇଛି।