କଣ୍ଟାମାଳ: କଣ୍ଟାମାଳ ବ୍ରାହ୍ମଣୀ ଅଞ୍ଚଳରେ ମରୁଡ଼ି ଆଶଙ୍କା, ପାର୍ବତୀ ଗିରି ଯୋଜନା ନିଷ୍ଫଳ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବ୍ରାହ୍ମଣୀ ଅଞ୍ଚଳରେ ମରୁଡ଼ି ଆଶଙ୍କା। ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା ବିଫଳ ହେବାରୁ ଚାଷୀ ଚିନ୍ତାରେ। ଆଗାମୀ ୧୦ ଦିନରେ ବର୍ଷା ନହେଲେ ୯୦ ପ୍ରତିଶତ ଚାଷ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି।