ରବିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ସମିତ ତାଲିମ କେନ୍ଦ୍ର ନିକଟରୁ ହ୍ରଦରୋଗ ଭଳି ଜଟିଳ ରୋଗର ଶିକାର ହୋଇଥିବା 13 ଜଣ ଶିଶୁଙ୍କୁ ଉଚ୍ଚତର ଚିକିତ୍ସl ପାଇଁ କୋଲକାତା ପଠାଇଲା ଜିଲ୍ଲା ସ୍ବାସ୍ଥ୍ୟ ସମିତି l ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଜାତୀୟ ସ୍ୱାସ୍ଥ୍ୟ ମିଶନର DPM ଗିରିଜା ପ୍ରସାଦ ମିଶ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |