ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଆଣିଜ ଠାରେ ବିଶିଷ୍ଠ ରାଜନେତା ଦେବେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଦ୍ଵାଦଶାହ କ୍ରିୟାରେ ଯୋଗଦେଲେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୧୪ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଦେବେନ୍ଦ୍ରନାଥ ତ୍ରିପାଠୀଙ୍କ ଦ୍ୱାଦଶହ କ୍ରିୟା ଓ ସ୍ମୃତି ଚାରଣ ସଭାରେ ଅଣିଜୋ ସ୍ଥିତ ବାସଭବନରେ ଉପସ୍ଥିତ ହୋଇ ତାଙ୍କ ଅମର ଆତ୍ମାଙ୍କୁ ଶ୍ରଦ୍ଧାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର,ପବିତ୍ର ଆତ୍ମାକୁ ଶାଶ୍ୱତ ଶାନ୍ତି ଦିଅନ୍ତୁ ଏବଂ ପରିବାରଜନଙ୍କୁ ଏହି ଦୁଃଖଦ ସମୟରେ ଶକ୍ତି ଓ ସହନଶୀଳତା ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି ବିଧାୟକ, ଏହି ଖବର ଆଜି ଦିନ 4 ଟାରେ ହସ୍ତଗତ ହୋଇଛି