ବଡଚଣା: ବ୍ୟାସନଗର ମହାବିଦ୍ୟାଳୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ନାମେଣ୍ଟ ହେବାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଆକାଶ ଦାସନାୟକ
ବ୍ୟାସନଗର ମହାବିଦ୍ୟାଳୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ନାମେଣ୍ଟ ହେବାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଆକାଶ ଦାସନାୟକ l ଗତ କିଛିଦିନ ହେବ ବ୍ୟାସନଗର ମହାବିଦ୍ୟାଳୟରେ ଚାଲିଥିବା ଇଣ୍ଟର କଲେଜ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଶ୍ରୀ ଦାସନାୟକ ଯୋଗଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ l