ଝାରସୁଗୁଡା: ସମ୍ବଲପୁର କୁସୁମୀଠାରେ ଆୟୋଜିତ ହେଲା କୁସୁମୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ସମ୍ବଲପୁର ଜିଲ୍ଲା କୁସୁମୀଠାରେ କୁସୁମୀ କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ହୋଇଛି କୁସୁମୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଏଥିରେ ଯୋଗଦେଇ ଅତିଥିମାନେ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସଂଘର ପ୍ରୟାସକୁ ପ୍ରଶଂସା କରିଛନ୍ତି।