କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ। ଲମତାପୁଟ ବ୍ଲକ ଗସ୍ତ ଅବସରରେ ଆଜି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମାଳିପେଟା ସ୍ଥିତ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲମତାପୁଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମିନି ଷ୍ଟାଡିୟମ, ବସଷ୍ଟାଣ୍ଡ ଓ ନୂତନ ଭାବେ ପ୍ରତିଷ୍ଠିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା କାର୍ଯ୍ୟାଳୟ, ଗୁନେଇପଡ଼ା ଗ୍ରାମ ପଞ୍ଚାୟ