Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଧର୍ମଗଡ: କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ଼ ଉଦଯାପିତ

Dharamgarh, Kalahandi | Jan 17, 2026
କଳାହାଣ୍ଡି ଉତ୍ସବ ଘୁମୁରା ଧର୍ମଗଡ଼ ଉଦଯାପିତ ଢୋଲ ନିଶାନ ର ତାଳେ କଳାହାଣ୍ଡି ଉତ୍ସଵ ଘୁମୁରା ଧର୍ମଗଡ଼ ଉଦଯାପିତ ହୋଇ ଯାଇଛି।ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟି ଅଧ୍ୟକ୍ଷ। ପ୍ରେକ୍ଷା ଅଗ୍ରୱାଲଙ୍କ ତତ୍ୟବଧାନ ରେ ତିନି ଦିନ ଧରି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସଫଳତା ର ସହିତ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଉଥିଲେ।

MORE NEWS