ଭଦ୍ରକ ଗ୍ରାମାଞ୍ଚଳ: ବାଇପାସ ରେ ଜବର ଦଖଲ ଊଚ୍ଛେଦ କରାଇଦେଉନାହାନ୍ତି କିଛି ଅସାମାଜିକ ବ୍ୟକ୍ତି ବୋଲି କହିଲେ ଉପଜିଲ୍ଲାପାଳ
ଆଜି ଦିନ 1 ଘଟିକା ସମୟରେ ବାଇପାସ ସରକାର ନଗର ରାସ୍ତା କଡରେ ଜବର ଦଖଲ ଊଚ୍ଛେଦ ସମୟରେ ଉତ୍ୟକ୍ତ ଦୋକାନୀ ଓ ଜନପ୍ରତିନିଧି ମାନେ ଊଚ୍ଛେଦ ବନ୍ଦ ପାଇଁ ବୁଲ ଡୋଜର ଆଗରେ ବସୁଥିବା ଦେଖିବାକୁ ମିଳିଛି,ଏମିତି କି କିଛି ଅସାଧୁ ତଥା ଦୋକାନ କରିନଥିବା ବ୍ୟକ୍ତି ମାନେ ଆସି ଉଛେଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ