ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓସିସି ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କିସପଟାଙ୍କ ୭ ଟି ସ୍ଥାନରେ ଏକକାଳୀନ ତଲାସୀ ଜାରି ରହିଛି। ଏ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଟାଟା ସଫାରୀ, ବୁଲେଟ, ଇନୋଭା ଓ ବାଇକ ଏବଂ ସୁନାରୂପା ଅଳଙ୍କାର, ଗୃହ ଓ ନଗଦ ଟଙ୍କା ମିଳିଛି। ତଲାସୀ ଶେଷ ହେବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନସ ଏସପି କୋରାପୁଟଠାର କହିଛନ୍ତି।
#VigilanceRaid #koraput #Odisha #newodishatv