ଅମ୍ବାଭୋନା: ଲଖନପୁର ର ପ୍ରସିଦ୍ଧ 41 ତମ ସାର୍ବଜନୀନ କାଲିପୁଜା ଆଜି ମହାସମାରୋହରେ ପୂର୍ଣ୍ଣାହୁତି ହୋଇଛି, ଯୋଗଦାନ କଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ର ପ୍ରସିଦ୍ଧ 41 ତମ ସାର୍ବଜନୀନ କାଲୀପୂଜା ଆଜି ସଂନ୍ଧ୍ଯା 5 PM ସମୟରେ ହୋମଯଜ୍ଞ ସହ ପୁର୍ଣାହୁତୀ ହୋଇଛି । ପରେ ପରେ ମାଁ ସଂନ୍ଧ୍ଯାଆଲତୀ ମଧ୍ଯ ମହାସମାରୋହରେ ହୋଇଛି । ଆଜି ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେବ । ପୁର୍ଣାହୁତୀ ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା