Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କୋରାପୁଟ ସହର: କଳା ନିକେତନ ଛକରେ ବାଇକ ଦୁର୍ଘଟଣାରେ ଯୁବକ ମୃତକ ସିସିଟିଭି ଫୁଟେଜ ଭାଇରାଲ

Koraput Town, Koraput | Sep 14, 2025
କୋରାପୁଟ ସହର ଅନ୍ତର୍ଗତ କଳାନିକେତନ ଛକ ଠାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଶେଖ ପିଣ୍ଟୁ ବାବୁ। ସେ ନେହେରୁ ନଗର ବାସିନ୍ଦା ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯୋଗ୍ୟ ଯେ ପିଣ୍ଟୁ କୋରାପୁଟ ସହର ପଟୁ ନିଜ ଘରକୁ ଫେରୁଥିବା କଳାନିକେତନ ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ସାମ୍ନାସ।ମ୍ନୀ ଦେଖି ଗାଡିର ବ୍ରେକ ମାରିବାରୁ ତଳେ ପଡ଼ିଯାଇଥିଲେ । ତଳେ ପଡିବାରୁ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

MORE NEWS