Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ପୁରୀ ମ୍ୟୁନିସିପାଲଟି: ଭକ୍ତ ଓ ହବିଷ୍ୟାଳି ମା ମାନଙ୍କ ଲାଗି ଶ୍ରୀ ମନ୍ଦିର ନିକଟରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା ନେଇ ଆଜି ପୁରୀ ଏସ୍ପି ଅନୁଧ୍ୟାନ କରିଛନ୍ତି l

Puri M, Puri | Oct 4, 2025
ଭକ୍ତ ଓ ହବିଷ୍ୟାଳି ମା ମାନଙ୍କ ଲାଗି ଶ୍ରୀ ମନ୍ଦିର ନିକଟରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା ନେଇ ପୁରୀ ଏସ୍ପି ଅନୁଧ୍ୟାନ କରିଛନ୍ତି l ଆଜି ସନ୍ଧ୍ୟା 7 ସମୟରେ ପୁରୀ ଏସ୍ପି ପ୍ରତିକ୍ ସିଂ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମନେ ସୁରକ୍ଷା ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ l