Public App Logo
Profile Picture

updates news

@updatesnews30056
58999Followers
7Following
ସଦର: ସମୁଦ୍ର କୂଳ ଅଞ୍ଚଳ ରେ ହଜି ଯାଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ସମୁଦ୍ରକୂଳ ଥାନା ପୋଲିସ l
ସଦର: ବଡ ଦାଣ୍ଡ ନିକଟରେ ଆୟୋଜିତ 10ମ ପଞ୍ଚକ ମହୋଉତ୍ସବ ଉଦଯାପିତ ହୋଇଛି l
ସଦର: ପୁରୀ ସମୁଦ୍ର ସେକ୍ଟର 7 ରେ ବୁଡିଯାଉଥିବା ଦୁଇ ପର୍ଯ୍ୟଟକ କୁ ଉଦ୍ଧାର କଲେ ଲାଇଫ ଗାର୍ଡ l
ସଦର: ସରିଲା କାର୍ତ୍ତିକ ବ୍ରତ ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳି ଙ୍କୁ ବିଦାୟ ଦେଲା  ପୁରୀ ଜିଲ୍ଲା ପ୍ରଶାସନ l
ସଦର: ପୁରୀ ସମୁଦ୍ର ସେକ୍ଟର 6 ନିକଟରେ ବୁଡିଯାଉଥିବା ପର୍ଯ୍ୟଟକ ଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ l
ସଦର: ପବିତ୍ର କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ସୁନାବେସ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ l
ସଦର: ପବିତ୍ର କାର୍ତ୍ତିକପୂର୍ଣମୀ ଅବସରରେ ପୁରୀ ର ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଡ଼ଙ୍ଗା ଭସାଇଲେ ଭକ୍ତ ଶ୍ରଦ୍ଧାଳୁ l
ସଦର: ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପେଶାଲ ରେସକ୍ୟୁ ୟୁନିଟ ପ୍ରସ୍ତୁତ ରଖାଯାଇଛି l
ସଦର: ମାରୁତି ନଗର କଲ୍ୟାଣ ମଣ୍ଡପ ଠାରେ ସିଦ୍ଧମହାବୀର ଆଞ୍ଚଳିକ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l
ସଦର: କାର୍ତ୍ତିକ ପୁର୍ଣିମା ଲାଗି  ବେଳାଭୂମି ରେ ସୁରକ୍ଷା ସମୀକ୍ଷା କଲେ ପୁରୀ ଏସ୍ପି ପ୍ରତିକ୍ ସିଂ l
ସଦର: ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଅନୁଷ୍ଠିତ l
ସଦର: କାର୍ତ୍ତିକ ପୂର୍ଣମୀ ରେ ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀ ମନ୍ଦିର ନିକଟରେ ସୂଚନା ଦେଲେ ପୁରୀ ଏସ୍ପି ପ୍ରତିକ୍ ସିଂ l
ସଦର: ହବିଷ୍ୟାଳି କେନ୍ଦ୍ର ରେ ବ୍ରତଧାରି ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଲେ ପୁରୀ ବିଧାୟକ l
ସଦର: ସୁନାର ଗୌରାଙ୍ଗ ମନ୍ଦିର ସାମ୍ନା ରେ ରାସ୍ତା ମରାମତି ଓ ବେଆଇନ ଅବରୋଧ କୁ ପୁରୀ ଆମ ଆଦମୀ ପକ୍ଷରୁ ପୌର ସଂସ୍ଥା ଅଧିକାରୀ ଙ୍କୁ ଦାବିପତ୍ରପ୍ରଦାନ
ସଦର: ବଡ ଦାଣ୍ଡ ନିକଟରେ ପଞ୍ଚକ ମହୋଉତ୍ସବ କମିଟି ପକ୍ଷରୁ ଆୟୋଜିତ ପଞ୍ଚକ ମହୋଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଲେ ପୁରୀ ବିଧାୟକ l
ସଦର: ମହିଳା ଟିମ ଇଣ୍ଡିଆ ର ୱାର୍ଲଡ କପ ବିଜୟ ପରେ ପୁରୀ ବେଳାଭୂମି ରେ ବାଲୁକା କଲା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l
ସଦର: ମାରାଚିକୋଟ ଛକ ନିକଟରେ ଅଟୋ ରୁ ଟଙ୍କା ବ୍ୟାଗ ଚୋରୀ କରିବା ଅଭିଯୋଗ ରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ l
ସଦର: କବାଡି ଟୁର୍ନାମେଣ୍ଟ ଲାଗି ହୋଟେଲ ହାଲିଡେ ରିସର୍ଟ ଠାରେ ଜର୍ସି ଉନ୍ମୋଚନ କଲେ ପୁରୀ ପୂର୍ବତନ ବିଧାୟକ l
ସଦର: ବଡ ଦାଣ୍ଡ ନିକଟରେ ପଞ୍ଚକ ମହୋଉତ୍ସବ କମିଟି ପକ୍ଷରୁ 10 ପଞ୍ଚକ ମହୋଉତ୍ସବ ଅନୁଷ୍ଠିତ l
ସଦର: ପୁରୀ ପୋଲିସ ପକ୍ଷରୁ ସହର ର ବିଭିନ୍ନ ସ୍ଥାନ ରେ ଗାଡିମୋଟର କଡାକଡି ଯାଞ୍ଚ l
ସଦର: ଇନ୍ଦ୍ରଦୀ୍ୟୁମ୍ନ ପୋଖରୀ ନିକଟରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଫଟୋଗ୍ରାଫର ମାନଙ୍କ ଦ୍ୱାରା ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ l
ସଦର: ତାଳବଣିଆ ଅଞ୍ଚଳ ରେ ମହିଳା ଙ୍କ ଭିଡ଼ିଓ ଭାଇରାଲ କରିବା ଧମକ ଦେବା ଅଭିଯୋଗ ରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ
ସଦର: ପିପିଲି ରୁ 15ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ 4 ବାପରି ଗିରଫ ଟାଉନ ଥାନା ଠାରେ ସାମ୍ବାଦିକ ସମିଳନୀ ରେ ସୂଚନା ଦେଲେ ପୁରୀ ଏସ୍ପି  l
ସଦର: କାର୍ତ୍ତିକ ମାସ ର ପଞ୍ଚକ ର ପ୍ରଥମ ଦିନରେ ଶ୍ରୀ ମନ୍ଦିର ରେ ଲକ୍ଷ୍ମୀନାରାୟଣୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ଶ୍ରୀ ଜୀଉ l
ସଦର: ପୁରୀ ଅଠରନଳା ବାନାମ୍ବର ଛକ ନିକଟରେ ଗଂଜେଇ ବିକ୍ରି ଅଭିଯୋଗ ରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ