କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କେମଥେରାପି ସୁବିଧା
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କ୍ୟାନ୍ସର ରୋଗୀଙ୍କ ପାଇଁ କେମଥେରାପି ସୁବିଧା। ଏଣିକି ରୋଗୀମାନେ ନିଜ ଜିଲ୍ଲାରେ ପାଇପାରିବେ ଚିକିତ୍ସା। ଡାକ୍ତର ଶ୍ରୀକାନ୍ତ ସ୍ୱାଇଁଙ୍କ ସେବାକୁ ସମ୍ମାନିତ କଲା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ।