ଲଗାଣ ବର୍ଷାରେ ସାଳନ୍ଦୀ ନଦୀର ସୃଷ୍ଟି ହୋଇଛି ବନ୍ୟା,ଭଦ୍ରକ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ବିନ୍ଧା ଗ୍ରାମ ପଞ୍ଚାୟତ ରେ କିଛି ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଅଖିଳ ଭାରତ ଭାଇଚାରା ସଂଘ ର ସଦସ୍ୟ ମାନେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ |ଏହି ଖବର ଆମର ଦିନ 3 ଘଟିକା ସମୟରେ ହସ୍ତଗତ ହୋଇଛି