ସୁନ୍ଦରଗଡ ସହର: ବନ ଦୁର୍ଗା ମନ୍ଦିର ଛକ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଦୁଇ ଜଣ କୁ ଥାନା ରେ ଅଟକ ରଖିଛି ଟାଉନ ଥାନା ପୋଲିସ
ସୁନ୍ଦରଗଡ ମଙ୍ଗଳ ବାର ରାତି ୮ ଟା ସମୟର ସୂଚନା ଅନୁଯାୟୀ ବନ ଦୁର୍ଗା ମନ୍ଦିର ଛକ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଦୁଇ ଜଣ କୁ ଥାନା ରେ ଅଟକ ରଖିଛି ଟାଉନ ଥାନା ପୋଲିସ