କଣ୍ଟାମାଳ: ବୌଦ୍ଧ କଣ୍ଟାମାଳରେ ଆୟୋଜିତ ହେଲା ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ
ବୌଦ୍ଧ ଜିଲ୍ଲାର କଣ୍ଟାମାଳସ୍ଥିତ ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତୀକରଣ ଉପରେ ଆଲୋଚନା କରାଯାଇଛି।