Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
Prameyanews7
ସନ୍ଧ୍ୟା ୭.୩୦ ର ମୁଖ୍ୟ ଖବର 7.30 pm headlines #shorts #breakingnews #headlinenews
Colliery, Angul
| Jul 10, 2026
#shorts
#breakingnews
#headlinenews
MORE NEWS
ଅନୁଗୋଳ: ବାଳୁଅକଟା ଗ୍ରାମରେ ହତ୍ୟା ଘଟଣାରେ ଛଅ ଘଣ୍ଟା ପରେ ଉଠିଲା ଶବ
Anugul, Angul | Jul 12, 2026
ରାତି ଅଧରେ ପ୍ରେମ କରୁ କରୁ ଧରା ପଡିଗଲେ ପୋଲିସ ବାବୁ#ନୟାଗଡ#damantv
Anugul, Angul | Jul 11, 2026
ଅନୁଗୁଳରେ ଅଣ୍ଡିରା ହାତୀର ମୃତ୍ୟୁ, ନିମୋନିଆ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା। #anugul #angulexpress
Anugul, Angul | Jul 11, 2026
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା:- ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ବଉଳିଗୋଡ, ଗୋଡ଼ାସନ୍ତ୍ରି ଗ୍ରାମପଞ୍ଚାୟତ ର ଗୋଡାସନ୍ତ୍ରୀ , ଭକ୍ତପୂର୍ ସିମିଲିଛୁଇଁ,ଅରହଟ, ପୁରିକିଆ,ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ ,କିଶୋରୀ ଙ୍କ ଉପସ୍ଥିିରେ ଜିଲ୍ଲା ରେ ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ଶ୍ରୀମତୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l
Anugul, Angul | Jul 11, 2026
ପୁରୀରେ ISKCONକୁ ଜୋରଦାର ବିରୋଧ #iskcon #puri #rathyatra2026 #jagannathtemple #gajapatimaharaj
Colliery, Angul | Jul 11, 2026