ବଡସାହି ଥାନା ଅଧୀନ ଶାକୁଆ ପୁରୁଣା ଇଟାଭାଟି ରାସ୍ତାରେ ଶନିବାରରାତି ଟ୍ୟୁସନସାରି ଘରକୁ ଫେରୁଥିବା ଜନୈକ ଯୁବକଙ୍କ ଉପରେ ଦୁଇରାଉଣ୍ଡ ଗୁଳିଚାଳନା ଘଟଣାରେ ରବିବାର ଅପରାହ୍ନ ୩ଟାରେ ସାଇଣ୍ଟିଫିକଟିମ ଗୁଳିକାଣ୍ଡ ସ୍ଥାନରେ ପହଞ୍ଚି ସରଜମିନ ତଦନ୍ତ ପୂର୍ବକ ବିଭିନ୍ନ ନମୂନା ସଂଗ୍ରହ କରିଥିବା ବେଳେ ମାଙ୍କଡାପାଳ ଗ୍ରାମର ଦୁଇଟି ପରିବାରର ୫ଜଣଙ୍କୁ ଉଠାଇନେଇ ପଚାର ଉଚରା ଆରମ୍ଭ କରିଛି ବଡ଼ସାହି ପୁଲିସ l