Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

କେନ୍ଦୁଝର ସହର: କାଟେସାହି ଆଲୁୱାଲିଆ ପ୍ଲାଣ୍ଟ ନିକଟରେ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ କାଟେସାହି  ଆଲୁୱାଲିଆ ପ୍ଲାଣ୍ଟ ନିକଟରେ ଏକ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରି ବଡବିଲ ମେଡିକାଲ ପଠାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

MORE NEWS

#ସମଣାରୁ_ଉଠୁନି_ବାଲି
#ସରକାରଙ୍କୁ_ମିଛରେ_ବଦନାମ_କରୁଛନ୍ତି_କୁଚକ୍ରୀ,
କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲି ଘାଟରୁ ବାଲି ଉଠୁ ନଥିବା ବେଳେ କିଛି କୁଚକ୍ରୀ ମୁଖ୍ୟମନ୍ତ୍ରୀ ଓ ଆମ ଗାଁକୁ ମିଛରେ ବଦନାମ କରୁଛନ୍ତି ବୋଲି ସମଣା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। 
#pabitranews #OdishaNews #BreakingNews #latastnews #latastnewsupdate #pabitranewsodishalive

#ସମଣାରୁ_ଉଠୁନି_ବାଲି #ସରକାରଙ୍କୁ_ମିଛରେ_ବଦନାମ_କରୁଛନ୍ତି_କୁଚକ୍ରୀ, କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲି ଘାଟରୁ ବାଲି ଉଠୁ ନଥିବା ବେଳେ କିଛି କୁଚକ୍ରୀ ମୁଖ୍ୟମନ୍ତ୍ରୀ ଓ ଆମ ଗାଁକୁ ମିଛରେ ବଦନାମ କରୁଛନ୍ତି ବୋଲି ସମଣା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। #pabitranews #OdishaNews #BreakingNews #latastnews #latastnewsupdate #pabitranewsodishalive

Kendujhar Town, Kendujhar | Jul 11, 2026

#ରଥ_ନିର୍ମାଣରେ_ପଡ଼ିଲା_ଅଷ୍ଟମ_ହରିବୋଲ୍ 
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅନ୍ତିମ ଚରଣରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ଶ୍ରୀବିଗ୍ରହଙ୍କ ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ଉଠି ରଥର ପୋଟଳ ଖପୁରୀରେ ସ୍ଥାପନ କରାଯାଇଛି। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏
#puri #rathayatra2026 #pabitranewsodisha

#ରଥ_ନିର୍ମାଣରେ_ପଡ଼ିଲା_ଅଷ୍ଟମ_ହରିବୋଲ୍ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅନ୍ତିମ ଚରଣରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ଶ୍ରୀବିଗ୍ରହଙ୍କ ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ଉଠି ରଥର ପୋଟଳ ଖପୁରୀରେ ସ୍ଥାପନ କରାଯାଇଛି। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏 #puri #rathayatra2026 #pabitranewsodisha

Kendujhar Town, Kendujhar | Jul 11, 2026

#ଭଦ୍ରକ_ସହର_ସୌନ୍ଦର୍ଯ୍ୟକରଣ_ପାଇଁ_୬ଟି_ପ୍ରକଳ୍ପର_ଶୁଭ_ଶିଳାନ୍ୟାସ
ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ; ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତରେ ଭିତ୍ତିପ୍ରସ୍ତର ସ୍ଥାପନ ଭଦ୍ରକ ସହରକୁ ଏକ ସ୍ୱଚ୍ଛ, ସୁନ୍ଦର, ଆଧୁନିକ  ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। 
#Latastnews #odishanews #breakingnews #pabitranews #Chandbali
#bhadrak

#ଭଦ୍ରକ_ସହର_ସୌନ୍ଦର୍ଯ୍ୟକରଣ_ପାଇଁ_୬ଟି_ପ୍ରକଳ୍ପର_ଶୁଭ_ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ; ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତରେ ଭିତ୍ତିପ୍ରସ୍ତର ସ୍ଥାପନ ଭଦ୍ରକ ସହରକୁ ଏକ ସ୍ୱଚ୍ଛ, ସୁନ୍ଦର, ଆଧୁନିକ ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। #Latastnews #odishanews #breakingnews #pabitranews #Chandbali #bhadrak

Kendujhar Town, Kendujhar | Jul 11, 2026

କେନ୍ଦୁଝର ସହର: କାଟେସାହି ଆଲୁୱାଲିଆ ପ୍ଲାଣ୍ଟ ନିକଟରେ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ - Kendujhar Town News