ବୈଶିଙ୍ଗା ଥାନା ଇଲାକାରେ ଡକାୟତି ଯୋଜନା କରୁଥିବା ସମୟରେ ପୁଲିସ ଚଢାଉକରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ମାମଲାରେ ଜଡିତ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଗିରଫକରି ଶୁକ୍ରବାର ଅପରାହ୍ନ ପାଞ୍ଚଟାରେ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣକଲା ବୈଶିଙ୍ଗା ପୁଲିସ l ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଇଲାକାର ଚନ୍ଦୁ ଓରଫ ଚନ୍ଦନ ମଣ୍ଡଳ l