ଅମ୍ବାଭୋନା: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ରେ ପଡି କର୍ଲା ଗ୍ରାମର ଜଣେ ଯୁବକ ର ମୃତ୍ୟୁ ଓ ଅନ୍ୟଜଣେ ଗୁରୁତର
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମ ରେ ଜଙ୍ଗଲ ବିଭ ରୁ ବିଳମ୍ବିତ ରାତିରେ ବାରହା ଶିକାର ପାଇଁ ବଛାଯାଇ ଥିବା ତାର ରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଛନ୍ତି। । ଘଟଣାଷଗତକାଲୀ ବିଲମ୍ବିତ ରାତିରେ ଘଟିଛିଏବଂ ଆଜି 7 AM.ରେ ଲୋକେ ଦେଖିଥିଲେ ଓ ପୋଲିସ କୁ ଖବର ଦେଇଥିଲେ।ମୃତ ଯୁବକଙ୍କ ନାମ ବଲ୍ଲଭ ସିଦାର ଏବଂ ଗୁରୁତର ଆହତ ଯୁବକ ରାଜକୁମାର ବିର୍ଜା ଦୁହେଁ କର୍ଲା ଗ୍ରାମ ରେ ରହୁଥିବା ଜଣାଯାଇଛି।ଆହତ ରାଜକୁମାରଙ୍କୁ ପ୍ରଥମେ ବରଗଡ଼ ଖେଦାପାଲି ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ପରେ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲ କୁ ପଠାଯାଇଛି ।