ରାଉରକେଲା ଆଇଏଫ୍ ଜିଏଲ୍ ପ୍ଲାଣ୍ଟ ନିକଟରେ ଦୁର୍ଘଟଣା ସଡକ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଥିବା ଜଣାପଡିଛି। ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍କୁଟି ଆରୋହୀ ଓ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ପ୍ଲାଣ୍ଟ କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିଲେ।