ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ପାମରା ଗ୍ରାମ ରେ ଆଜି ଠାରୁ ପାମରା କ୍ରିକେଟ୍ ଆସିସୋସନ ଆନୁକୁଲ୍ୟରେ ପାମରା ଚମ୍ପିୟାନ ଟ୍ରଫି କ୍ରୀକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଏହି ପ୍ରତିଯୋଗୀତା ର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଙ୍କର ବଡ଼ଗାଁ ପ୍ରତିନିଧି ଶିଶିର ରାଉତରାୟ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।