ସୁନ୍ଦରଗଡ ସହର: ବନଡେଗା ଫାଣ୍ଡି ଲୁଲୁକିଡିହୀ ପଞ୍ଚାୟତ କୁସୁମଡିହି ପଡ଼ାର ଜଣେ ବ୍ୟକ୍ତିଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ସୂଚନା
ସୁନ୍ଦରଗଡ ସୋମବାର ଦିନ ୧୧ ଟା ସମୟର ସୂଚନା ଅନୁଯାୟୀ ତଳସରା ଥାନା ଅନ୍ତର୍ଗତ ବନଡେଗା ଫାଣ୍ଡି ଲୁଲୁକି ଡିହୀ କୁସୁମ ଡିହି ପଡ଼ା ର ଅସ୍ଵନି ରାୟ ଙ୍କ ଘରୁ ତାଲା ଭାଙ୍ଗି ସୁନାରୂପା ଗହଣା ଚୋରି ତଳସରା ଥାନା ରେ ଅଭିଯାଗ