ଯାଜପୁର: ବ୍ୟାସନଗରର ପ୍ରତେକ ଘରେ ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଧୂମଧାମର ସହିତ ପାଳିତ
Jajapur, Jajpur | Nov 12, 2025 ବ୍ୟାସନଗରର ପ୍ରତେକ ଘରେ ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଧୂମଧାମର ସହିତ ପାଳିତ ହେଇଯାଇଛି l ଆଜି ହେଉଛି ପ୍ରଥମାଷ୍ଟମୀ l ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ବଡ଼ଝିଅ ହେଉକି ପୁଅ ଆଜି ପରୁହାଁ ହେଇଥାଏ l ଏହି ପରମ୍ପରା ଅନୁଯାୟୀ ଆଜି ପ୍ରତକ ଘରେ ସଖାଳୁ ଏଣ୍ଡୁରି ପିଠା ବନଯାଇ ବୃନ୍ଦାବତୀ ନିକଟରେ ପୂଜାର୍ଚନା କରାଯାଇଛି l ଏହି ଅବସରରେ ଘରର ବଡ଼ ଝିଅ ଓ ପୁଅ ନୂଆ ଡ୍ରେସ ପରିଧ୍ୟାନ କରିବା ପରେ ଘରର ଜେଜେମା ବୃନ୍ଦାବତୀ ନିକଟରେ ପୂଜାର୍ଚନା କରିଛନ୍ତି l ଏହି ଉତ୍ସବ ଆଜି ବ୍ୟାସନଗର ପୌରାଞ୍ଚଳରେ ଧୂମ ଧାମର ସହିତ ପାଳନ କରାଯାଇଥିବା ଦେଖିବାଜୁ ମିଳିଛି l