ସୁକିନ୍ଦା: ଯାଜପୁରରେ ମୋଟର ଯାନ ଯାଞ୍ଚ କଡ଼ାକଡ଼ି: ଆଦାୟ ହେଲା 110500 ଟଙ୍କା ଜରିମାନା
Sukinda, Jajpur | Oct 18, 2026 ଯାଜପୁରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ଆଦାୟ ହେଲା ୧ ଲକ୍ଷ ୧୦ ହଜାର ୫୦୦ ଟଙ୍କା ଜରିମାନା। ହେଲମେଟ୍ ପିନ୍ଧିବା ଓ ନିୟମ ମାନିବାକୁ ଜନସାଧାରଣଙ୍କୁ ପୋଲିସର ସଚେତନତା।