ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଯୋଗୁଁ କୋରାପୁଟରେ ଯୁବ ଓ ଛାତ୍ର ବିଜେଡିର ଅଭିନବ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ବାଣ୍ଟିଲେ ଝାଲ ମୁଡି, ପୂର୍ବତନ ବିଧାୟକ କୋରାପୁଟ ରଘୁରାମ ପଢାଲ ବାବୁ କହିଲେ ମାଲ୍ ପାଇଁ ଗୁଜରାଟରେ ବହି ଛପା ଯାଇଛି,