Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ମନରେଗା ଯୋଜନା ,ଶିକ୍ଷା ଓ ଯୋଗାଣ ବିଭାଗର ଜନ ଶୁଣାଣୀ ଶିବିର ଅନୁଷ୍ଠିତ

Lakshmipur, Koraput | Sep 4, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ୨୦୨୫-୨୬ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ.ମଞ୍ଚାସୀନ ଅତିଥି ଭାବେ , ବିଡ଼ିଓ ମିଲନ କୁମାର ଝାଙ୍କର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦିପ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ହଳଧର ସିଅଲ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ୧୬ ଟି ପଞ୍ଚାୟତ ର ଯୋଗାଣ ସହାୟକ, ସମସ୍ତ ,ଏ ଡି ଓ ଏବଂ ପଞ୍ଚାୟତ ର ସଶିଆଲ ଅଡିଟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

MORE NEWS