Public App Logo
Jansamasya
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

ସୁନ୍ଦରଗଡ ସହର: କେନ୍ଦ୍ ମାଲ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସିଲା କାର, 5 ଆହତ

ଆଜି ମଝାପଡ଼ାରୁ ସୁନ୍ଦରଗଡ଼ ଆସୁଥିବା ଏକ ଅଲ୍ଟୋ କାର ଭାରସାମ୍ୟ ହରାଇ କେନ୍ଦ୍ ମାଲ ବ୍ରିଜ ତଳକୁ ଖସି ପଡ଼ିଥିଲା l ଦୁର୍ଘଟଣାରେ 5 ଜଣ ଆହତ ହୋଇଥିଲେ l ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l