ରାୟଗଡା: କୋଲନରା ବ୍ଲକ ଅନ୍ତର୍ଗତ ବଙ୍କିଲି ଗ୍ରାମ ପଞ୍ଚୟତର ମହିଳା ମାନଙ୍କ ସହ ଆଲୋଚନା କଲେ ବିଜେପି ଜିଲ୍ଲା ପ୍ରତିନିଧି ଦଳ
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବଙ୍କିଲି ଗ୍ରାମ ପଞ୍ଚୟତର ମହିଳା ମାନଙ୍କ ସହ ଆଲୋଚନା କଲେ ବିଜେପି ଜିଲ୍ଲା ପ୍ରତିନିଧି ଦଳ ଏଥିରେ ପୁର୍ବତନ ଜିଲ୍ଲା ସଭାପତି ଙ୍କ ସହ ଅନେକ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ