ବିଞ୍ଝାରପୁର: ଯାଜପୁର ଟାଉନରେ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପରିଷଦ ସଭା ଗୃହରେ ପ୍ରସ୍ତୁତି ବୈଠକ,ସୂଚନା ଦେଲେ ଜିଲ୍ଲାପାଳ
ଯାଜପୁର ଟାଉନରେ କାଳୀପୂଜା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପରିଷଦ ସଭା ଗୃହରେ ପ୍ରସ୍ତୁତି ବୈଠକ,କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଲେ ଜିଲ୍ଲାପାଳ ଅମ୍ବର କୁମାର କର l ଅକ୍ଟୋବର 19 ତାରିଖରୂ ଲକ୍ଷ୍ମୀନାରାୟଣ ଓ 20 ତାରିଖ ଠାରୁ ମା କାଳୀପୂଜା ଆରମ୍ଭ ହେବ l ଏଥିସହିତ 28 ତାରିଖ ଓ 29 ତାରିଖ ଦୁଇଦିନ ଧରି ଭଷାଣି ଉତ୍ସହବ ପାଳିତ ହେବ l ଏହି କାର୍ଯ୍ୟକ୍ରମ କିଭଳି କିଭଳି ଶରସ ସୁନ୍ଦର ହେବ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ କର l