ଆସୁଥିବା ସମସ୍ତ ବାଇକ ଗୁଡିକ ଅଟକାଇ ଯାଞ୍ଚ କରାଯାଇଥିଲା । ଏହି ସମୟ ରେ ମଦ୍ୟପାନ କରି ବାଇକ ଚଳ।ଉଥିବା ବେଳେ ନରସିହପୁର ଥାନା କାକୁଡିଆ ଗ୍ରାମର ରବୀନ୍ଦ୍ର କୁମାର ବେହେରା ଙ୍କୁ ଗିରଫ କରାଯାଇଛି । ଏଥିସହ ତାଙ୍କ ବାଇକ କୁ ଜବତ କରିଛି । ପୋଲିସ କହିଛି ଯେ ରବୀନ୍ଦ୍ର ମଦ୍ୟପାନ କରି ଦୃତଗତି ରେ ବାଇକ ଚଳଉଥିଲେ । ପୋଲିସ ତାଙ୍କୁ ଗିରଫ କରିଥିଲା । ଏ ନେଇ ନମ୍ବର ୪୦୬/୨୫ ରେ ଏକ ମାମଲା ରୁଜୁ କରିଛି । ଏ ନେଇ ହଣ୍ଡପା ପୋଲିସ ବୁଧବାର ସନ୍ଧ୍