ପାଟଣାଗଡ: ଭଇଁସା ନିକଟରେ ବାଇକ ରୁ ପଡ଼ି କଲେଜ ଛାତ୍ର ଗୁରୁତର
ଲାଇନ ପଡାର ଜନୈକ ଛାତ୍ର ବୁଧବାର ସକାଳ ସାତଟା ସମୟରେ ବାଇକ ରେ ବଲାଙ୍ଗୀର କୁ ପଢ଼ିବା କୁ ଯାଉଥିଲେ ।ଭଇଷା ନିକଟରେ ସାମାନା ପଟରୁ ଆସୁଥିବା ଅଟୋ ସହ ସାମାନ୍ୟ ଘସି ହୋଇଭାରସାମ୍ୟ ହରାଇ ବାଇକରୁ ପଡ଼ି ଯାଇଥିଲେ।ଏଥିରେ ସେ ଗୁରୁତର ହୋଇ ପଡି ଥିଲେ ।ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତର ଖାନା କୁ ଅଣାଯାଇଥିଲା ।