ଉମରକୋଟ: CRFM Scheme ଅନ୍ତର୍ଗତରେ ବୁଟ ଚଣା ଏବଂ ମୁଗ ବିହନ ବଣ୍ଟନ
ତା -୦୪. ୧୨. ୨୦୨୫ ରିଖ ସ୍ଥାନ -ଉମରକୋଟ ଆଜି ଉମରକୋଟ ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବିଧାୟକ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ ଓ ସାଂସଦ ପ୍ରତିନିଧି ଶ୍ରୀ ରାମ ନାୟକଙ୍କ ଉପସ୍ଥିତିରେ ଓ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ତତ୍ଵାବଧାନରେ CRFM Scheme ଅନ୍ତର୍ଗତରେ ବୁଟ ଚଣା ଏବଂ ମୁଗ ବିହନ ବଣ୍ଟନର କାର୍ଯ୍ୟ ଆରମ୍ଭ କରାଗଲା। ଏହି Scheme ରେ ସମୁଦାୟ ୧୯୦୦ ହେକ୍ଟର ଜମିରେ ବୁଟ ଚଣା ଚାଷ କରାଯିବ, ଏବଂ ୪୦୦ହେକ୍ଟର ଜମିରେ ମୁଗ ଚାଷ କରାଯିବ। ଏଥିପାଇଁ ୪୦ କିଗ୍ରା ବୁଟ ଚଣା ବିହନ ହେକ୍ଟର ପିଛା ଓ ୨୦ କିଗ୍ରା ମୁଗ ବିହନ ହେକ୍ଟର ପିଛା ମାଗଣା