ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଞ୍ଜେଇ ଚାଷ ଓ ମଦ ବ୍ୟବସାୟ ଉପରେ ଲାଗିବ ରୋକ; ବିଧାନସଭାରେ ପ୍ରତିକ୍ରିୟା ରଖିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଗଞ୍ଜେଇ ଚାଷ ଏବଂ ମଦ ବ୍ୟବସାୟ ଉପରେ ଲାଗିବ ରୋକ୍, ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ତଣ୍ଡ | ସୂଚନା ଅନୁସାରେ ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ । ଅବକାରୀ ପଲିସି ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି ବେଆଇନ ମଦ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲାଗିବ ।