ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜାନୁଆରୀ ମାସରେ ଆସିପାରେ ସୁଭଦ୍ରା ଟଙ୍କା, ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା ଆସିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମାଲକାନଗିରି ଗସ୍ତରେ ଯାଇଥିଲେ । ବଣ୍ଡାଘାଟି ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଲେ । ସୁଭଦ୍ରା ଓ ଆବାସ ଯୋଜନା ବାବଦରେ ଲୋକଙ୍କୁ ଭେଟି ସୁଭଦ୍ରା ୨୯୩୨ ରିଜେକ୍ଟ ଆବେଦନର ବିଚାର ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।