ପାଟଣାଗଡ: ବିଦ୍ୟୁତ ଆଘାତ ରେ କୋଳପଡା ରେ ଜଣଙ୍କ ମୃତ୍ୟୁ
ସ୍ଥାନୀୟ କୋଳପଡା ର ସୁରୁ ରଣା ନାମକ ଜନୈକ ବ୍ୟକ୍ତି ଘରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ ତାର ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଛି । ପୋଲିସ ଘଟଣାର ଖଵର ପାଇଁ ଶବ ଜବତ କରି ଅପରାହ୍ନ ରେ ଶବ ବ୍ୟବଚ୍ଛେଦ କରି ମୃତ ଦେହ ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ