ଏହି ସମ୍ମାନ କେବଳ ଆମ ଟିମ୍ର ନୁହେଁ, ବରଂ ସତ୍ୟ, ନିର୍ଭୀକ ଓ ଜନସ୍ୱାର୍ଥମୂଳକ ସାମ୍ବାଦିକତା ଉପରେ ଆପଣମାନଙ୍କ ବିଶ୍ୱାସର ପ୍ରତୀକ।
ଆପଣମାନଙ୍କର ଭଲପାଇବା, ପ୍ରେରଣା ଓ ସହଯୋଗ ଆମକୁ ଆହୁରି ଦାୟିତ୍ୱବାନ, ନିଷ୍ଠାବାନ ଓ ସମାଜ ପ୍ରତି ଅଧିକ ସମର୍ପିତ ହୋଇ କାମ କରିବାକୁ ଉତ୍ସାହିତ କରେ।
– ଦିନରାତି TV ପରିବାର
ନିମାପଡା ପ୍ରେସ କ୍ଲବର ସମସ୍ତ ପ୍ରତିନିତଧି ଏବଂ ସଦସ୍ୟଙ୍କୁ ଦିନରାତି TV ପରିବାର ପକ୍ଷରୁ ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା। @top fans #followmeonfacebook Dinarati TV The Common Times
#DinaratiTV #NimaparaPressClub #ThankYou #Gratitude #OdiaMedia #Journalism #MediaExcellence #VoiceOfPeople #Odisha #DinaratiNews #PressClub #TruthFirst #NewsWithIntegrity #Thankful #MediaFamily