ବୈଶିଙ୍ଗା ଥାନା ଅଧୀନ ସଇତପୁର ଜଙ୍ଗଲରେ ଥିବା ୨୨ଟିକିଆ ହାତୀପଲ ରବିବାର ଅପରାହ୍ନ ପାଞ୍ଚଟାରେ ବାହାରି ଜନବସତିମୁହାଁ ଅଗ୍ରସର ହେଉଥିବାର ଦେଖିବାକୁ ମିଳିଛି l ୨୩ଟିକିଆ ଝାଡ଼ଖଣ୍ଡି ହାତୀପଲ ବେତନଟୀ ରେଞ୍ଜ ଇଲାକାର ବିଭିନ୍ନ ସଂରକ୍ଷିତଜଙ୍ଗଲ ମାନଙ୍କରେ ବିଚରଣ କରିବାପରେ ଅସନବଣି ସଂରକ୍ଷୀତ ଜଙ୍ଗଲରେ ମୁଖ୍ୟଦଳରୁ ଗୋଟେ ହାତୀ ଅଲଗା ହେବାପରେ ୨୨ଟି ହାତୀ ସଇତପୁର ଜଙ୍ଗଲକୁ ପଳାଇଥିଲେ l