ଜିଲ୍ଲାର ଇଷ୍ଠ ଦେଵୀ ମା ଭଣ୍ଡାର ଘରଣୀ ଙ୍କ ପୀଠରେ ଜିଲ୍ଲା ମହୋତ୍ସବ ର ଶୁଭ ମନାସି ପୂଜାର୍ଚନା କଲେ ବିଧାୟକ ଏବଂ ଜିଲ୍ଲାପାଳ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆଜି ଶୁକ୍ରବାର ସକାଳ 9 ଟାରେ ମନ୍ଦିର ପହଂଚି ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମ ର ସଫଳତା କାମନା କରି ପୂଜାର୍ଚନା କରିଥିଲେ ଏହି ଅବସର ରେ ମଣ୍ଡେଇ ଷ୍ଟେଜ କମିଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ